30.1 C
Bhubaneswar
Monday, May 20, 2024
Homeଓଡିଶାମୋ ସାନ ପୁଅ ବିଧାନସଭା ପାଇଁ ଲଢ଼ିବ : ନରସିଂହ ମିଶ୍ର

ମୋ ସାନ ପୁଅ ବିଧାନସଭା ପାଇଁ ଲଢ଼ିବ : ନରସିଂହ ମିଶ୍ର

ଭୁବନେଶ୍ୱର : ୨୦୨୪ ନିର୍ବାଚନ ଲଢିବେ ନାହିଁ କହିଲେ ବରିଷ୍ଠ ନେତା ନରସିଂହ ମିଶ୍ର । ସାନପୁଅକୁ ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛାପ୍ରକାଶ କଲେ । ୫ଟି କର୍ମୀ ସମାବେଶରୁ କର୍ମୀମାନେ ସେମାନଙ୍କର ଇଚ୍ଛା ଜଣାଇଛନ୍ତି । ଏଆଇସିସି ଜଣାଇଛି, ପୁଅ ଲୋକସଭାରୁ ଲଢିଥିଲା, ଏଥର ବିଧାନସଭା ପାଇଁ ଲଢ଼ିବ। ଲୋକସଭା ପାଇଁ ଭଲ ପ୍ରାର୍ଥୀ ଖୋଜା ଚାଲିଛି ବୋଲି କହିଲେ ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking