32.1 C
Bhubaneswar
Sunday, July 27, 2025
Homeବ୍ରେକୀଙ୍ଗମୋ ଜୀବନକୁ ବିପଦ ଅଛି - ଅର୍ଣ୍ଣବ୍

ମୋ ଜୀବନକୁ ବିପଦ ଅଛି – ଅର୍ଣ୍ଣବ୍

ମୁମ୍ବାଇ: ରିପବ୍ଲିକ ଟିଭି ଏଡ଼ିଟର ଓ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଗତ ଚାରି ଦନ ଧରି ବିଚାର ବିଭାଗୀୟଙ୍କ ହେପାଜତରେ ରହିବା ପରେ ଆଜି ତାଙ୍କୁ ଆଲିବାଗ କ୍ୱାରେନ୍‌ଟାଇନ୍ ସେଣ୍ଟରରୁ ତାଲେଜା ଜେଲକୁ ପଠାଯାଇଛି ।ଏହା ସହ ଅର୍ଣ୍ଣବଙ୍କ ବିରୁଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇ ତାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ବୟାନ ଜାରିକରି ଅର୍ଣ୍ଣବ ଆଜି କହିଛନ୍ତି ଯେ ଏହା ତାଙ୍କ ବିରୁଧରେ ଏକ ଷଡ଼ଯନ୍ତ୍ର ଓ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking