33.1 C
Bhubaneswar
Monday, May 20, 2024
Homeଓଡିଶାବୃଦ୍ଧାଙ୍କୁ ହତ୍ୟା ଘଟଣା, ବୋହୂ ଗିରଫ

ବୃଦ୍ଧାଙ୍କୁ ହତ୍ୟା ଘଟଣା, ବୋହୂ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଭରତପୁର ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାର ଘଟିବାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପୁଲିସ ପ୍ରମାଣ ଖୋଜି ଖୋଜି ପାଇବାରେ ସକ୍ଷମ ହୋଇଥିଲା। ସୂଚନା ଅନୁସାରେ, ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସୂରାକ୍‌ ମିଳିଛି। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବାକୁ ପାଇଖାନା ଟାଙ୍କି ସଫା କରିଥିଲା ପୁଲିସ । ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କୁ ହତ୍ୟା କରାଯାଇଥିଲା। ପ୍ରକାଶ ଯେ, ମଦା ପଲେଇଙ୍କ ଘର ଗଞ୍ଜାମ ଜିଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking