ଦିଗପହଣ୍ଡି : ଜରଡା ଥାନା ଚୁଡିଆପଲ୍ଲୀରେ ମା’ ପୁଅଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମାଇଁ ଏବଂ ଭଣଜାକୁ ଗିରଫ କଲା ଜରଡା ଥାନା ପୋଲିସ । ଏନୈତିକ ସଂପର୍କ ଦେଖିଥିବାରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା । ଗତ ୧୯ ତାରିଖରେ ଘର ଭିତରୁ ମା ଓ ୭ ବର୍ଷ ପୁଅର ଶବ ମିଳିଥିଲା । ତଦନ୍ତ କାଳରେ ମା ଓ ପୁଅଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଲା ।