27.1 C
Bhubaneswar
Saturday, July 27, 2024
Homeଓଡିଶାମା’ ପୁଅଙ୍କୁ ହତ୍ୟା ଘଟଣା : ଜଣଙ୍କୁ ମାରିଥିଲେ ମାଇଁ, ଭଣଜା

ମା’ ପୁଅଙ୍କୁ ହତ୍ୟା ଘଟଣା : ଜଣଙ୍କୁ ମାରିଥିଲେ ମାଇଁ, ଭଣଜା

ଦିଗପହଣ୍ଡି : ଜରଡା ଥାନା ଚୁଡିଆପଲ୍ଲୀରେ ମା’ ପୁଅଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମାଇଁ ଏବଂ ଭଣଜାକୁ ଗିରଫ କଲା ଜରଡା ଥାନା ପୋଲିସ । ଏନୈତିକ ସଂପର୍କ ଦେଖିଥିବାରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା । ଗତ ୧୯ ତାରିଖରେ ଘର ଭିତରୁ ମା ଓ ୭ ବର୍ଷ ପୁଅର ଶବ ମିଳିଥିଲା । ତଦନ୍ତ କାଳରେ ମା ଓ ପୁଅଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଲା ।

୨ ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking