28.1 C
Bhubaneswar
Thursday, May 2, 2024
Homeଜୀବନଶୈଳୀରକ୍ତ ଚାପ ସମସ୍ୟାକୁ ଦୂର କରେ ମୁଗ

ରକ୍ତ ଚାପ ସମସ୍ୟାକୁ ଦୂର କରେ ମୁଗ

ନୂଆଦିଲ୍ଲୀ:  ରକ୍ତ ଚାପ ସମସ୍ୟାକୁ ଦୂର କରେ ମୁଗ । ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ । ୟଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିରେ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ଗରମ ଦିନରେ ହିଟ ଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଡାଲି ଖାଇବା ଦ୍ୱାରା ହିଟ ଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଏହାବ୍ୟତୀତ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବା ସହ  ହାର୍ଟ ଜନିତ ସମସ୍ୟାରୁ ବି ମୁକ୍ତି ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking