26.1 C
Bhubaneswar
Tuesday, September 17, 2024
Homeଓଡିଶାଆଜି ରିଲିଜ୍ ହେବ ସିନେମା ‘ପୁଷ୍କରା’

ଆଜି ରିଲିଜ୍ ହେବ ସିନେମା ‘ପୁଷ୍କରା’

ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ଓଡ଼ିଶାର ବହୁ ପ୍ରତିକ୍ଷିତ ସିନେମା ‘ପୁଷ୍କରା’। ସାରା ରାଜ୍ୟର ସିଲଭର୍ ସ୍କ୍ରିନରେ ଆଜିଠୁ ଦେଖିବେ ଦର୍ଶକ ।ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜର ଆସିଛନ୍ତି । ତାସହ ଭର୍ସଟାଇଲ୍ ଆକ୍ଟର ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ ଏବଂ ରବି ମିଶ୍ରଙ୍କୁ ବି ଦେଖିବାକୁ ମିଳିଛି । ଚହଳ ସୃଷ୍ଟି କରିଥିବା ସବ୍ୟସାଚୀଙ୍କ ଲୁକସକୁ ପାଖରୁ ଦେଖିବେ ବାଣୀବିହାରର ଛାତ୍ରଛାତ୍ରୀ । ପୁଷ୍କରାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାଣୀବିହାର କ୍ୟାମ୍ପସରେ ଆୟୋଜନ ହେଉଛି ।

ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି: ପୃଥ୍ୱୀରାଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking