28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଗାମୀ ସପ୍ତାହରେ ଭାରତରେ ଲଞ୍ଚ ହେବ ମୋଟୋ ଇ୪୦ ସ୍ମାର୍ଟଫୋନ

ଆଗାମୀ ସପ୍ତାହରେ ଭାରତରେ ଲଞ୍ଚ ହେବ ମୋଟୋ ଇ୪୦ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଆଗାମୀ ସପ୍ତାହରେ ମୋଟାରୋଲା ତାର ଅପକମିଂ ମୋଟୋ ଇ୪୦ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ମୁତାବକ, ଅକ୍ଟୋବର ୧୨ ରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ ।

କମ୍ପାନୀ ତାର ଅପକମିଂ ସ୍ମାର୍ଟଫୋନର ଟିଜର ଫ୍ଲିପକାର୍ଟରେ ଜାରି କରିଛି । ଏବେ ସ୍ପଷ୍ଟ ହୋଇଛି କି ଏହାର ବିକ୍ରି ମଧ୍ୟ ଏହି ପ୍ଲାଟଫର୍ମ ଜରିଆରେ ଆରମ୍ଭ ହେବ । କୁହାଯାଉଛି କି ଏହ ଫୋନକୁ ଟ୍ରିପଲ ରିୟର କ୍ୟାମେରା ସେଟଅପ ସହିତ ଲଞ୍ଚ କରାଯିବ । ଏହାବ୍ୟତିତ ୟୁଜର୍ସଙ୍କୁ ଫୋନର ରିୟର ପ୍ୟାନେଲରେ ଫିଙ୍ଗରପ୍ରିଣଟ ସେଂସର ଏବଂ ପଞ୍ଚ ହୋଲ ଡିସପ୍ଲେ ମଧ୍ୟ ମିଳିବ । ଏହାର ଦାମ୍ ପାଖାପାଖି ୧୩ ହଜାର ଟଙ୍କା ଆସିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking