32.1 C
Bhubaneswar
Saturday, June 22, 2024
Homeଓଡିଶାଜଳିଗଲା ୫ରୁ ଉର୍ଦ୍ଧ ଦୋକାନ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ୫ରୁ ଉର୍ଦ୍ଧ ଦୋକାନ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଗତସିଂହପୁର : ଗତକାଲି ବିଳମ୍ବିତ ରାତିରେ ନୂଆପୋଲ ବଜାରରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଗତସିଂହପୁର ଜିଲା ସଦର ତହସିଲ ନୂଆପୋଲ ବଜାରରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ୫ରୁ ଉର୍ଦ୍ଧ ଦୋକାନ ଜଳିବା ସଂଗେ ସଂଗେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି। ପୋଡିଯାଇଥିବା ଦୋକାନ ଗୁଡିକ ମଧ୍ୟରେ କେତେକ ଜଳଖିଆ ଦୋକାନ ଓ ଫଳ ଦୋକାନ ରହିଛି। ତେବେ କିପରି ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ତାହାର କୌଣସି କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କିପରି ନିଆଁ ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking