36.1 C
Bhubaneswar
Tuesday, May 19, 2026
Homeଓଡିଶାବସ୍ କାର୍‌ ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ବସ୍ କାର୍‌ ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

କନ୍ଧମାଳ: ବସ୍ କାର୍‌ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । କନ୍ଧମାଳ, ଟିକାବାଲି ବାହାଡ଼ା ସାହି ନିକଟ ପୋଲ ଉପରେ ମୁହାଁମୁହିଁ ଧକ୍କା ହେବା ପରେ କାର୍‌ ଟି ଖସି ପଡ଼ିବା ସ୍ଥିତିରେ ରହିଛି କିନ୍ତୁ କାହାର କିଛି କ୍ଷତି ହୋଇନାହିଁ । ତେବେ ପୋଲ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖୁବାକୁ ମିଳିଛି । ଯାତ୍ରୀବାହୀ ବସ୍ ରାଜକୁମାରଟି ବାଲିଗୁଡ଼ାରୁ ଆସୁଥିବାବେଳେ କାରଟି ଟିକାବାଲି ପଟୁ ଯାଉଥିଲା । ବସ୍ ରେ ୩୦ରୁ ଅଧିକ ଯାତ୍ରୀ ବସିଥିଲେ ବୋଲି ସୂଚନା ମିଳିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking