29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିଲ୍ଲୀରେ ବିଦେଶୀଙ୍କ ଉପରେ ଅଧିକ ଆକ୍ରମଣ

ଦିଲ୍ଲୀରେ ବିଦେଶୀଙ୍କ ଉପରେ ଅଧିକ ଆକ୍ରମଣ

ନୂଆଦିଲ୍ଲୀ: ୨୦୨୨ରେ ରାଜଧାନୀ ଦିଲ୍ଲୀରେ ବିଦେଶୀ ନାଗରିକଙ୍କ ବିରୋଧରେ ସବୁଠାରୁ ଅଧିକ ଅପରାଧ ଘଟିଥିବା ଏନ୍‌ସିଆର୍‌ବି ରେକର୍ଡରୁ ଜଣାପଡିଛି । ଉକ୍ତବର୍ଷ ଦିଲ୍ଲୀରେ ୪୦ ଜଣ ବିଦେଶୀ ଅପରାଧର ଶିକାର ହୋଇଛନ୍ତି । ପୂର୍ବବର୍ଷ ତୁଳନାରେ ଏଥିରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି । ଅପରପକ୍ଷରେ ୨୦୨୨ରେ ଅପରାଧ କରିଥିବା ଅଭିଯୋଗରେ ୨୫୬ ଜଣ ବିଦେଶୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking