32.1 C
Bhubaneswar
Friday, October 18, 2024
Homeଓଡିଶାଓଡିଶାକୁ ମୋଦୀଙ୍କ ଭଲପାଇବା ପ୍ରମାଣିତ - ରାଜନାଥ

ଓଡିଶାକୁ ମୋଦୀଙ୍କ ଭଲପାଇବା ପ୍ରମାଣିତ – ରାଜନାଥ

ବ୍ରହ୍ମପୁର : ବ୍ରହ୍ମପୁର ସମାବେଶରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ ରୁ ଦେଖିଲେ ରାଜ୍ୟବାସୀ । ଜି-୨୦ ରେ କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ଦେଶ ଆମ ପାଇଁ ପ୍ରାଥମିକତା , ରାଜନୀତି ନୁହେଁ  ବୋଲି କହିଲେ । ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ ବୋଲି କହିଲେ । ଆମ ସରକାର ଡରିକି ନୁହେଁ , ହିମ୍ମତର ସହ କାମ କରେ ବୋଲି କହିଲେ । ଭ୍ରଷ୍ଟାଚାର ଦୂର କରିବାକୁ ସାହାସ ଓ ଭିଜନ ଦରକାର ବୋଲି କହିଲେ । ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସାହାସ ଅଛି , ଭିଜନ ଅଛି ବୋଲି କହିଲେ । ବିକାଶ ପାଇଁ ଡବଲ ଇଂଜିନ ସରକାର ନିହାତି ଦରକାର ବୋଲି କହିଲେ । ମୋର ବିଶ୍ୱାସ , ଏଠାରେ ଡବଲ ଇଂଜିନ ସରକାର ନିଶ୍ଚିତ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking