29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୁସୁଡ଼ିଲା ସୁନା ଖଣି : ୧୪ ମୃତ

ଭୁସୁଡ଼ିଲା ସୁନା ଖଣି : ୧୪ ମୃତ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଭେନଜୁଏଲାରେ ବେଆଇନ୍ ସୁନା ଖାଦାନ “ବୁଲା ଲୋକା” ଖଣି ହଠାତ ଭୁଶୁଡି ପଡିଥିଲା । ଘଟଣା ସମୟରେ ପ୍ରାୟ ୨୦୦ ଲୋକ ଖଣିରେ କାମ କରୁଥିଲେ। ଏହା ଦେଖି ସେଠାରେ କାମ କରୁଥିବା ଲୋକମାନେ ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ଲୋକ ସେହି ଖଣି ଭିତରେ ଚାପିହୋଇଯାଇଥିଲେ । ଏହି ଘଟଣାରେ ପ୍ରାୟ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ । ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଏହି ଘଟଣାର କବର ପାଇ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ୍‌କୁ ଜୋରଦାର କରିଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking