28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୨୭ରୁ ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍’

୨୭ରୁ ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ଯାନବାହନ ପୁଣିଥରେ ଯାତାୟତ କରିବାରେ ଲାଗିପଡିଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ‘ମୋ ବସ୍’ ସେମା ପୁଣି ଆରମ୍ଭ ହେବାକୁ ଯାଉଛି । ରବିବାର ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ । ସୋମବାରଠାରୁ ଉଭୟ ରୁଟରେ ୨ଟି ଲେଖାଏଁ ବସ୍ ଚାଲିବ । ପୁରୀ ପାଇଁ ୭୦ ଟଙ୍କା ଓ କୋଣାର୍କ ପାଇଁ ୬୦ ଟଙ୍କା ରହିଛଇ ବସ୍ ଭଡା । ବସରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମଦୂରତା ବାଧ୍ୟତାମୂଳକ କରାଯାଇଛି । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking