26.1 C
Bhubaneswar
Friday, September 20, 2024
Homeଓଡିଶାସଭା ଅଧାରୁ ଉଠିଗଲେ ବିଧାୟକ ନରସିଂହ ମିଶ୍ର

ସଭା ଅଧାରୁ ଉଠିଗଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର : ସଭା ଅଧାରୁ ଚାଲିଆସିଲେ ବିଧାୟକ ନରସିଂହ ମିଶ୍ର । କହିବାକୁ ସୁଯୋଗ ଦିଆ ନଯିବାରୁ ମଢ୍‌ଚରୁ ଚାଲିଆସିଲେ ନରସିଂହ ମିଶ୍ର । ବିବିଏମସିର ସ୍ଥାୟୀ ହସ୍ପିଟାଲ ଉଦଘାଟନ ଉତ୍ସବକୁ ବୟକଟ୍ । କାମ ସରିନି, ସ୍ଥାନୀୟ ବିଧାୟକ ଭାବେ କହିବାକୁ ସୁଯୋଗ ଦିଆଗଲାନି ।

ରାଜନୀତି ଛାଡିବେ ଗମ୍ଭୀର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking