31.1 C
Bhubaneswar
Sunday, May 19, 2024
Homeରାଜନୀତିରାଜନୀତି ଛାଡିବେ ଗମ୍ଭୀର

ରାଜନୀତି ଛାଡିବେ ଗମ୍ଭୀର

ବ୍ୟୁରୋ : ରାଜନୀତିରୁ ସନ୍ୟାସ ନେଇପାରନ୍ତି ସାଂସଦ ଗୌତମ ଗମ୍ଭୀର । ରାଜନୌତିକ କର୍ତ୍ତବ୍ୟରୁ ମୁକ୍ତ କରିବାକୁ ଅନୁରୋଧ କଲେ ଗମ୍ଭରୀ । ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କଲେ ଗମ୍ଭୀର । କ୍ରିକେଟ ସହ ଜଡିତ କାର୍ଯ୍ୟ ଉପରେ ଫୋକସ୍ କରିବାକୁ ଚାହୁଁଛି । ସେବା ପାଇଁ ସୁଯୋଗ ଦେଇଥିବାରୁ ଅନେକ ଧନ୍ୟବାଦ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନେକ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking