28.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶନିଖୋଜ ଥିବା ସାଂସଦ ଅନୱାରୁଲ ଆଜିମଙ୍କୁ କୋଲକାତାରେ ହତ୍ୟା ସୂଚନା

ନିଖୋଜ ଥିବା ସାଂସଦ ଅନୱାରୁଲ ଆଜିମଙ୍କୁ କୋଲକାତାରେ ହତ୍ୟା ସୂଚନା

ନୂଆଦିଲ୍ଲୀ : ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା କରାଯାଇଛି । ବାଂଲାଦେଶ ମନ୍ତ୍ରୀ ଦାବି କରିଦେଇଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି । ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ଆଜିମଙ୍କ ମୃତଦେହକୁ କୋଲକାତା ପୋଲିସ ଜବତ କରିଛି । ସୂଚନା ଅନୁସାରେ, ସେ ଗତ ଆଠ ଦିନ ଧରି ନିଖୋଜ ଥିଲେ । ପୋଲିସ ଏହି ଘଟଣାର ଛାନଭିନ କରୁଥିଲା । ବାଂଲାଦେଶର ଜେନାଡା -4 ନିର୍ବାଚନମଣ୍ଡଳୀର ଅନୱାରୁଲ ଆଜିମ ଚିକିତ୍ସା ପାଇଁ ପଶ୍ଚିମବଙ୍ଗକୁ ଆସିଥିଲେ । ଏହା ଏକ ଯୋଜନାବଦ୍ଧ ହତ୍ୟା ହୋଇପାରେ ବୋଲି କୋଲକାତା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking