28.1 C
Bhubaneswar
Sunday, June 16, 2024
Homeଓଡିଶାକଙ୍ଗାରୁ କୋର୍ଟରେ ମାଡ ମାରିବା ଅଭିଯୋଗରେ ୮ ଜଣଙ୍କୁ କୋର୍ଟ ଚାଲାଣ

କଙ୍ଗାରୁ କୋର୍ଟରେ ମାଡ ମାରିବା ଅଭିଯୋଗରେ ୮ ଜଣଙ୍କୁ କୋର୍ଟ ଚାଲାଣ

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ଫାଶୀ ହତ୍ୟାର ଧମକ ସହ କଙ୍ଗାରୁ କୋର୍ଟରେ ନିର୍ଧୁମ ମାଡ ମାରିଥିବା ଘଟଣା ରେ ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି ଏମ୍. ଭି-79 ଥାନା ପୋଲିସ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲି ପଞ୍ଚାୟତ ର ତାଙ୍ଗୁଡ଼କୋଣ୍ଡା ଗ୍ରାମର ଘଟଣା l କୋଙ୍ଗାରୁକୋର୍ଟ ରେ ବେକରେ ରସି ଲଗେଇ ମାରିଦେଉଥିଲେ ପରେ କୋଙ୍ଗାରୁ କୋର୍ଟ ରେ ମାରି ସାରିବା ପରେ ନଦୀ କୂଳକୁ ନେଇ ନିର୍ଧୁମ ଛେଚିଲେ ଆହୁ ଘରେ ଆଣି ଫିଙ୍ଗି ଦେଲେ ଗ୍ରାମବାସୀ l ଏହିପରି କି ମେଡିକାଲ କୁ ନେବାକୁ ବାରଣ କରିବା ସହ ମେଡିକାଲ କୁ ନେଲେ କିମ୍ବା କୌଣସି ଥାନାରେ ଅଭିଯୋଗ କଲେ ପରିବାର କୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ l କିଛିଦିନ ତଳେ ଗ୍ରାମର ଲୋକଙ୍କୁ ସ୍ୱପ୍ନ ଆସିଥିଲା ଯେ ଅଭିଯୋଗକାରୀ ଚେନସା ମାଡି ଗୁଣିଗାରେଡି କରୁଛି ସେଥିସକାଶେ ଗ୍ରାମରେ ଏକ କୋଙ୍ଗାରୁ କୋର୍ଟ କରି ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ଗ୍ରାମବାସୀ l l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking