ଭୁବନେଶ୍ୱର: ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଭୁଷୁଡିଲା ପୋଲ । ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ଜଣେ ନାବାଳିକା ପୋଲ ଉପରେ ଯିବା ବେଳେ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା । ପୋଲ ଓ କଡରେ ଥିବା ଲୁହା ପାଇପ୍ରେ ଚାପି ହୋଇଗଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନାବାଳିକା ଉଦ୍ଧାର ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।