28.1 C
Bhubaneswar
Friday, July 19, 2024
Homeଓଡିଶାକଟକରେ ପୋଲ ଭୁଶୁଡି ନାବାଳିକା ଗୁରୁତର

କଟକରେ ପୋଲ ଭୁଶୁଡି ନାବାଳିକା ଗୁରୁତର

ଭୁବନେଶ୍ୱର: ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଭୁଷୁଡିଲା ପୋଲ । ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ଜଣେ ନାବାଳିକା ପୋଲ ଉପରେ ଯିବା ବେଳେ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା । ପୋଲ ଓ କଡରେ ଥିବା ଲୁହା ପାଇପ୍‌ରେ ଚାପି ହୋଇଗଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନାବାଳିକା ଉଦ୍ଧାର ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଉଦ୍ଧାର ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking