25.1 C
Bhubaneswar
Sunday, May 3, 2026
Homeଓଡିଶାକ୍ୟାପିଟାଲ ହସ୍ପିଟାଲରେ ମୁମୂର୍ଷୁ ନାବାଳିକା

କ୍ୟାପିଟାଲ ହସ୍ପିଟାଲରେ ମୁମୂର୍ଷୁ ନାବାଳିକା

ଖୋର୍ଦ୍ଧା: ବାଘମାରୀ ଥାନା ଅଞ୍ଚଳର ନାବାଳିକା ମୁମୂର୍ଷୁ ଅବସ୍ଥାରେ ଠାବ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୁମୂର୍ଷୁ ଅବସ୍ଥାରେ ଠାବ କରାଯାଇଛିଗତ ୧୯ ତାରିଖରେ ନିଖୋଜ ପରେ ୨୦ ତାରିଖରେ ହସ୍ପିଟାଲରେ ଠାବ କରାଯାଇଥିଲା। ଅବସ୍ଥା ଗୁରୁତର ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କିଏ ଭର୍ତ୍ତି କରିଥିଲା ତାହା ଅସ୍ପଷ୍ଟ ରହିଛିଥାନାରେ ଅପହରଣ ଅଭିଯୋଗ କଲେ ପରିବାର। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛିତଦନ୍ତ ସମୟରେ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking