ଭୁବନେଶ୍ୱର : ସୁଶାନ୍ତ ଶତପଥୀ ମାମଲାରେ ବିଧାୟକ ତାରା ବାହିନୀପତିଙ୍କ ବଡ ବୟାନ । ଜଣେ ମନ୍ତ୍ରୀ ଓ ଡିଆଇଜି, ଏସପିଙ୍କୁ ତଦନ୍ତ କରିସରଭୁକ୍ତ କରିବାକୁ ଦାବି । ୩ ଜଣ ଏସପି ସୁଶାନ୍ତଙ୍କ କଳା କାରନାମା ଦଖି ଡିମୋସନ୍ କରିଥିଲେ । ମନ୍ତ୍ରୀଙ୍କ ଚପରେ ଡିଆଇଜି ତାଙ୍କୁ ବୈପାରୀଗୁଡାରେ ନିଯୁକ୍ତି ଦେଲେ । ଧାରା ୩୧୧ରେ ତୁରନ୍ତ ସୁଶାନ୍ତ ଶତପଥୀଙ୍କୁ ଡିସମିସ କରାଯାଉ ବୋଲି କହିଲେ ତାରା ।