28.9 C
Bhubaneswar
Friday, July 31, 2026
Homeଓଡିଶାବାଲିପାଟଣାରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ସ୍ଥାନାନ୍ତର କଲା ମେଡିକାଲ ଟିମ୍

ବାଲିପାଟଣାରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ସ୍ଥାନାନ୍ତର କଲା ମେଡିକାଲ ଟିମ୍

ଖୋର୍ଦ୍ଧା: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଏସ୍‌ଆର୍‌ସିଙ୍କ ନିରନ୍ତର ସମନ୍ୱୟରେ ବାଲିପାଟଣା ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏହାରି ଅଂଶ ସ୍ୱରୂପ, ବାଲିପାଟଣା ମେଡିକାଲ୍ ଟିମ୍ ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି, ଯାହାଦ୍ୱାରା ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଠିକ୍ ସମୟରେ ଉପଲବ୍ଧ କରାଯାଇପାରିବ।ଗର୍ଭବତୀ ମହିଳା, ବୃଦ୍ଧ ଓ ଶିଶୁଙ୍କ ସମେତ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପ୍ରତ୍ୟେକ ଆବଶ୍ୟକ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନିକ ଓ ମେଡିକାଲ୍ ଟିମ୍ ସଜାଗ ଓ ପ୍ରସ୍ତୁତ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking