29.1 C
Bhubaneswar
Wednesday, May 13, 2026
Homeଓଡିଶାଜେଲ ଗଲେ ଏମସିଏଲ ଚିଫ ମ୍ୟାନେଜର

ଜେଲ ଗଲେ ଏମସିଏଲ ଚିଫ ମ୍ୟାନେଜର

ଭୁବନେଶ୍ୱର: ଜେଲ୍‌ ଗଲେ ଏମସିଏଲ ଚିଫ୍ ମ୍ୟାନେଜର (ମାଇନିଂ)। ସୁନ୍ଦରଗଡ଼ ବସୁନ୍ଧରା ଏରିଆ ଏମସିଏଲ ଚିଫ୍ ମ୍ୟାନେଜରଙ୍କୁ ଜେଲ୍‌ ନେଲା ସିବିଆଇ। ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ। କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking