33.4 C
Bhubaneswar
Monday, July 13, 2026
Homeଓଡିଶାଭୂକମ୍ପରେ ଥରିଲା ମଣିପୁର

ଭୂକମ୍ପରେ ଥରିଲା ମଣିପୁର

ମଣିପୁର: ମଣିପୁରରେ ଭୂକମ୍ପ ହୋଇଥିବା ନେଇ ସୂଚନା ରହିଛି । ଭୂକମ୍ପ ଅନୁଭୂତ ହୋଇଥିଲା। ଆଜି ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ଧନ ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ । ଯେତେବେଳେ ଏହି ଭୂକମ୍ପ ଘଟିଲା, ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଏନସିଏସ କହିଛି ଯେ ଏହି ଭୂକମ୍ପ ଭୋର ୪.୪୨ ରେ ହୋଇଥିଲା । କିଛି କ୍ଷଣ ପାଇଁ ଭୂକମ୍ପ ରେ ଥରିଥିଲା ମଣିପୁର । ହଠାତ ଅଞ୍ଚଳବାସୀ ବୁଝି ପାରିନଥିବା ବେଳେ ଘର ବାହାରକୁ ଚାଲିଆସିଥିଲେ , ପରେ ଜାଣିବାକୁ ପାଇଥିଲେ ଯେ ଏହା ଭୂକମ୍ପ ଥିଲା ବୋଲି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking