33.1 C
Bhubaneswar
Friday, May 17, 2024
Homeଓଡିଶାନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ସରୁନି ଭିଜିଲାନ୍ସ ଖୋଳତାଡ

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ସରୁନି ଭିଜିଲାନ୍ସ ଖୋଳତାଡ

ମାଲକାନଗିରି : ମାଲକାନଗିରି ଗ୍ରାମ୍ୟ ପୁର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଅମାପ ସମ୍ପତ୍ତି । ବର୍ଷକ ମଧ୍ୟରେ ଜମା କରିଛନ୍ତି ୭୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ । ୨୦୨୧ ମାର୍ଚ୍ଚରୁ ୨୦୨୨ ମଧ୍ୟରେ ୧୮ଟି ଏଫଡିରେ ଏହି ଟଙ୍କା ଜମା ହୋଇଛି । ଏଥିସହ ୧ କୋଟି ୭୭ ଲକ୍ଷ ଟଙ୍କାର ଡିପୋଜିଟ୍‌ ଓ ବୀମା ଟଙ୍କା ଠାବ ହୋଇଛି । ତାଙ୍କ ନିକଟରୁ ୧୦ ଲକ୍ଷ ୨୩ ହଜାରରୁ ଅଧିକ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଛି ଜିଜିଲାନ୍ସ । ମାଲକାନଗିରି ସରକାରୀ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ ଚାଲିଛି । ଏବେ ବି ଦୁଇଟି ଲକର ଖୋଲି ପାରିନି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking