32.4 C
Bhubaneswar
Wednesday, August 5, 2026
Homeଦେଶ ବିଦେଶମାଲା ବିଜୟ ପ୍ରସାଦଙ୍କ ଘରେ ଇଡିର ଚଢ଼ାଉ

ମାଲା ବିଜୟ ପ୍ରସାଦଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ:  ବିଶାଖାପାଟନମ୍ ର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା EDର ଚଢ଼ାଉ । ଭୁବନେଶ୍ଵର ED ପକ୍ଷରୁ ଚଢ଼ାଉ । ଚିଟଫଣ୍ଡ କାରବାର ନେଇ ଚଢ଼ାଉ ହୋଇଛି। ପୂର୍ବରୁ ବିଜୟଙ୍କୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍ ର ଅର୍ଥନୈତିକ ଶାଖା ତଥା EOW। ୨୦୨୧ ରେ ବିଜୟଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ବିଜୟ ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ପ୍ରମାଣ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking