25.1 C
Bhubaneswar
Wednesday, January 8, 2025
Homeଓଡିଶାମହାନଦୀ ସାକ୍ଷ୍ୟଗ୍ରହଣ ଅସଂପୂର୍ଣ୍ଣ

ମହାନଦୀ ସାକ୍ଷ୍ୟଗ୍ରହଣ ଅସଂପୂର୍ଣ୍ଣ

କଟକ: ମହାନଦୀ ଜଳବିବାଦ ଶୁଣାଣିରେ ଆଜିର ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ରହିଲା । ଓଡିଶା ପକ୍ଷରୁ ପ୍ରଥମ ସାକ୍ଷୀ ଭାବେ ମନୋଜ ପଣ୍ଡାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ଖବର ସାମ୍ନାକୁ ଆସିଛି । ମହାନଦୀ ଅବବାହିକାରେ ସାମାଜିକ ଅର୍ଥନୈତିକ ପ୍ରଭାବ ଉପରେ ସାକ୍ଷ୍ୟ । ଓଡିଶା ପକ୍ଷରୁ ୯ ଓ ଛତିଶଗଡ ପକ୍ଷରୁ ୧୦ ଜଣ ସାକ୍ଷ୍ୟ ତାଲିକା ପ୍ରଦାନ କରାଯାଇଛି । ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨ ଓ ୩ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking