29.1 C
Bhubaneswar
Saturday, May 31, 2025
Homeଅପରାଧମଧ୍ୟପ୍ରଦେଶ: ଗୋଷ୍ଠୀ ସଂଘର୍ଷରେ ୫ ମୃତ, ୮ ଆହତ

ମଧ୍ୟପ୍ରଦେଶ: ଗୋଷ୍ଠୀ ସଂଘର୍ଷରେ ୫ ମୃତ, ୮ ଆହତ

ଭୋପାଳ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଗାଈଚରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି । ଫଳରେ ୫ ଜଣ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି ।

ତିନିଦିନ ପୂର୍ବେ ଗାଈଚରାକୁ ନେଇ ରେଣ୍ଡା ଗ୍ରାମରେ ଡାଙ୍ଗିଓ ପାଲ୍ ସଂପ୍ରଦାୟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ ମୀମାଂସା କରିବା ପୂର୍ବରୁ ବୁଧବାର ପୁଣି ସମାନ କାରଣରୁ ସଂଘର୍ଷ ଉପୁଜିଥିଲା । ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ୫ ଜଣଙ୍କର ପ୍ରାଣହାନି ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking