32.1 C
Bhubaneswar
Sunday, May 26, 2024
Homeଓଡିଶାପ୍ରଚଣ୍ଡ ତାତି ; ୪୩.୬ରେ ଜଳିଲା ଭୁବନେଶ୍ୱର

ପ୍ରଚଣ୍ଡ ତାତି ; ୪୩.୬ରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର : ଜଳୁଛି ରାଜଧାନୀ। ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୬, ବାଲେଶ୍ୱର ୪୨.୨, ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉକେଲା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking