ନୂଆଦିଲ୍ଲୀ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ପରେ ସମ୍ବୋଧନ କରାଯାଇଛି । ସର୍ବସମ୍ମତି କ୍ରମେ ବିଲ୍ ପାସ୍ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଶର ସବୁ ମା ଓ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘଦିନରେ ସ୍ୱପ୍ନ ପୂରଣ ହେଲା ଆଉ ଏହା ଦେଶର ଭାଗ୍ୟ ବଦଳାଇବ ।