29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’

ଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’

ଚୀନ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ତଥା ଦୁଇ ଦେଶର କୂଟଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନା ହେବ ଆହୁରି ମଜବୁତ । ଏଥିପାଇଁ ବାୟୁସେନା କିଣିବ ୬ଟ ଶକ୍ତିଶାଳୀ ‘ମେଡ ଇନ୍ ଇଣ୍ଡିଆ’ ‘ନେତ୍ର -୧’ ଲଢୁଆ ବିମାନ ।

ବାୟୁସେନା ଅଧିକାରୀଙ୍କ ସୂଚନା ମୁତାବକ, ନେତ୍ର -୧ ର ଆଉ ୬ଟି ନୂଆ ବିମାନ ଭାରତରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯିବ । ୮୦୦୦ କୋଟିରୁ ଅଧିକ ମୂଲ୍ୟରେ ବନିବାକୁ ଥିବା ଏହି ୬ଟି ଲଢୁଆ ବିମାନ ପାକିସ୍ତାନ ଓ ଚୀନର ସୀମାରେ ନଜର ରଖିବ । ଏହା ପୂର୍ବରୁ ମଧ୍ୟ ଏହି ବିମାନ ଭାରତୀୟ ବାୟୁସେନାରେ ରହିଛି । କେବଳ ଏତିକି ନୁହେଁ ଏହାଠାରୁ ଅଧିକ ଶକ୍ତିଶାଳୀ ନେତ୍ର-୨ ଲଢୁଆ ବିମାନ ତିଆରି କରିବା ଉପରେ ମଧ୍ୟ ଡିଆରଡିଓ ପରୀକ୍ଷଣ ଜାରି ରଖିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking