ଭୁବନେଶ୍ୱର: ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଜୁନ୍ରେ ନିଅଣ୍ଟିଆ ବର୍ଷା, ସାମଗ୍ରିକ ଭାବେ ମୌସୁମିରେ ସ୍ୱାଭାବିକ ବର୍ଷିବ । ଆଗାମୀ ମୌସୁମୀ ଋତୁରେ ଜୁନ୍ରେ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା । ଭୁବନେଶ୍ୱରରେ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।