33.1 C
Bhubaneswar
Tuesday, April 22, 2025
Homeଓଡିଶାଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି: ଡିଜିପି

ଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି: ଡିଜିପି

ଭୁବନେଶ୍ୱର: ପୋଲିସ ଡିଜିଙ୍କ ୱାଇ.ବି. ଖୁରାନିଆଙ୍କ ପ୍ରେସମିଟ୍ । ବାଲିମାଫିଆଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଚଢାଉ ଆହୁରି ବ୍ୟାପକ ହେବ । ବେଆଇନ ଚାଲାଣ ଉପରେ ନଜର ରହିବ । ସାରା ରାଜ୍ୟରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ଲଘୁଖଣିଜ ଲୁଟେରାଙ୍କୁ ଛଡାଯିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking