29.1 C
Bhubaneswar
Wednesday, June 4, 2025
Homeଓଡିଶାବାଚସ୍ପତି ଶାସକ ଦଳର କଣ୍ଢେଇ: ଜୟନାରାୟଣ ମିଶ୍ର

ବାଚସ୍ପତି ଶାସକ ଦଳର କଣ୍ଢେଇ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ମୁଲତବି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଉର୍ଦ୍ଧ୍ୱରେ ରହିବା ଉଚିତ୍ । ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ଗୃହ ଚାଲୁ ବୋଲି ଶାସ୍ ଦଳ କଦାପି ଚାହୁଁ ନାହାନ୍ତି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ବୋଲି ଗଣମାଧ୍ୟମ ଆଗରେ  କହିଛନ୍ତିି ଜୟନାରାୟଣ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking