କଟକ: ଜରିପାଲ ଘେରା ଛାତ ତଳେ ଭାଷଣ ଦେଲେ ରାଷ୍ଟ୍ରପତି । ଜରିପାଲ ଘେରା ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଠ ହୋଇଥିଲେ ବି ମରାମତି ହେଉନି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଛାତରେ ପାଲ ଘୋଡାଇ କାମ ଚଳାଇଲେ । ପାଲଘୋଡା ଷ୍ଟାଡିୟମକୁ ନେଇ କଡା ପ୍ରତିକ୍ରିୟା ଦେଲେ ଆଇନଜୀବୀ । ହାଇକୋର୍ଟ ଆଇନଜୀବୀ ରବିନ୍ଦ୍ର ନାଥ ପାଲଙ୍କ କଡା ପ୍ରତିକ୍ରିୟା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଏଭଳି ଅବସ୍ଥା ଦେଖି ଦୁଃଖ ଲାଗିଲା । ରାଷ୍ଟ୍ରପତି କଟକ ଆସିବା ୨ ମାସ ତଳୁ ଜଣାପଡିଲାଣି ବୋଲି କହିଥିଲେ ରବିନ୍ଦ୍ରନାଥ । ରାଜ୍ୟ ସରକାର କଣ ଦୁଇମାସ ହେବ ମରାମତି ପାଇଁ ସମୟ ପାଇଲେନି? ସରକାରଙ୍କ ଏଭଳି ଦୁଃଖିତ କରିଛି କହିଲେ ଆଇନଜୀବୀ ।