36.1 C
Bhubaneswar
Thursday, May 14, 2026
Homeଓଡିଶାବାୟୁସେନା ଯବାନଙ୍କ ଶେଷକୃତ୍ୟ

ବାୟୁସେନା ଯବାନଙ୍କ ଶେଷକୃତ୍ୟ

କୋଣାର୍କ: ବାୟୁସେନା ଯବାନ ସ୍ବରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ। ଅସ୍ତରଙ୍ଗ ଥାନା ସୁନ୍ଦର ଗାଁ ମଶାଣୀରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ। ତୋପ ସଲାମୀ ଦେଲେ ସାଥୀ ବାୟୁସେନା ଯବାନ। ଆଗ୍ରାରେ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସିତ ଥିଲେ। ୨୦୧୧ରେ ବାୟୁସେନାରେ ଯୋଗ ଦେଇ ଆଗ୍ରାରେ କାର୍ଯ୍ୟରତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking