26.1 C
Bhubaneswar
Friday, October 11, 2024
Homeଓଡିଶାବିଡିଓ ସ୍ତରରରେ ବଡ଼ ଧରଣର ଅଦଳ ବଦଳ

ବିଡିଓ ସ୍ତରରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର : ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁସାରେ…

୧)ଚନ୍ଦ୍ରମଣି ନାଗ-(ଥିଲେ) ରାଜଭୋରାସମ୍ବର,ବରଗଡ-(ହେଲେ) ଟିଟିଲାଗଡ,ବଲାଙ୍ଗିର
୨)ଶୁସାନ୍ତ କୁମାର ରଣା-(ଥିଲେ) ଟିଟିଲାଗଡ,ବଲାଙ୍ଗିର-(ହେଲେ) ଭୋଡେନ,ନୂଆପଡା
୩)ପ୍ରିୟରଞ୍ଜନ କୁମାର-(ଥିଲେ) ଭୋଡେନ,ନୂଆପଡା-(ହେଲେ) ଦେଓଗାଁ,ବଲାଙ୍ଗିର
୪)ରାହୁଲ ମଣ୍ଡଳ-(ଥିଲେ) ନିଳଗିର, ବାଲେଶ୍ୱର-(ହେଲେ)-ଢେଙ୍କାନାଳ ସଦର, ଢେଙ୍କାନାଳ
୫)ଆୟୁଷ ମହାପାତ୍ର-(ଥିଲେ) ଢେଙ୍କାନାଳ ସଦର, ଢେଙ୍କାନାଳ-(ହେଲେ)-ଭୁବନ, ଢେଙ୍କାନାଳ
୬)କଲ୍ୟାନ ସୌରଭ ଦାଶ-(ଥିଲେ) ଭୁବନ, ଢେଙ୍କାନାଳ-(ହେଲେ)-ହିନ୍ଦୋଳ,ଢେଙ୍କାନାଳ
୭)ସୁମନ ସୁଧା କୁଣ୍ଡୁ-(ଥିଲେ)-ପାତ୍ରପୁର,ଗଞ୍ଜାମ-(ହେଲେ)-ଗୁମ୍ମା,ଗଜପତି
୮)ଆକାଶ କୁମାର ପଣ୍ଡା-(ଥିଲେ)- ଗୁମ୍ମା,ଗଜପତି-(ହେଲେ)-ଆଠଗଡ,କଟକ
୯)ସନ୍ତୋଷ କୁମାର ଜେନା-(ଥିଲେ)-ବୁଗୁଡା,ଗଞ୍ଜାମ-(ହେଲେ)-ମାହାଙ୍ଗା,କଟକ
୧୦)ଧନାଇ ଚରଣ ଟୁଡୁ-(ଥିଲେ)-ନାକଟିଦେଉଳ,ସମ୍ବଲପୁର-(ହେଲେ)-କୁସୁମି,ମୟୂରଭଞ୍ଜ
୧୧)ଶ୍ୟାମନିଧି ଭୋୟୀ-(ଥିଲେ)-ଦେଓଗାଁ,ବଲାଙ୍ଗିର-(ହେଲେ)- ନାକଟିଦେଉଳ,ସମ୍ବଲପୁର
୧୨)ସ୍ୱଦୀପ କୁମାର ଟୋପୋ-(ଥିଲେ)- କୁସୁମି,ମୟୂରଭଞ୍ଜ-(ହେଲେ)-ସୁବ୍‌ଦେଗା,ସୁନ୍ଦରଗଡ
୧୩)ସାଗର ଚନ୍ଦ୍ର ମୁର୍ମୁ-(ଥିଲେ)- ସୁବ୍‌ଦେଗା,ସୁନ୍ଦରଗଡ-(ହେଲେ)-ବିସୋଇ,ମୟୂରଭଞ୍ଜ
୧୪)ରେସ୍ମା ଟେଟେ-(ଥିଲେ)-ଟାଙ୍ଗି,ଖୋର୍ଦ୍ଧା-(ହେଲେ)-ସୁକିନ୍ଦା,ଯାଜପୁର
୧୫)ଅବନିକାନ୍ତ ସାହୁ-(ଥିଲେ)-ରସୁଲପୁର,ଯାଜପୁର-(ହେଲେ)-କୋରେଇ,ଯାଜପୁର
୧୬)ଅଶୋକ କୁମାର ମାଝୀ-(ଥିଲେ)- କୋରେଇ,ଯାଜପୁର-(ହେଲେ)-କୋଲାବିରା,ଝାରସୁଗୁଡା
୧୭)ମାଧବ ଚନ୍ଦ୍ର ବିରୁଆ-(ଥିଲେ)-ସାହାରପଡା,କେନ୍ଦୁଝର-(ହେଲେ)-ଯଶିପୁର,ମୟୂରଭଞ୍ଜ
୧୮)ବିରସେନ ବେହେରା-(ଥିଲେ)-ଖରିଆର,ନୂଆପଡା-(ହେଲେ)-ଟାଙ୍ଗରାପଲ୍ଲୀ,ସୁନ୍ଦରଗଡ
୧୯)ମଳୟ କୁମାର ନାୟକ-(ଥିଲେ)-ବ୍ରହ୍ମଗିରି,ପୁରୀ-(ହେଲେ)-ହରିଚନ୍ଦନପୁର,କେନ୍ଦୁଝର
୨୦)ରିପୁନାଥ ସୁନା-(ଥିଲେ)-ନର୍ଲା,କଳାହାଣ୍ଡି-(ହେଲେ)-ଅତ୍ତାବିରା,ବରଗଡ
୨୧)ପୃଥ୍ୱୀରାଜ ପରୀଡା-(ଥିଲେ)-ରାଜକନିକା,କେନ୍ଦ୍ରାପଡା-(ହେଲେ)-ଗୋପବନ୍ଧୁନଗର,ମୟୂରଭଞ୍ଜ
୨୨)ଗୋର୍ଗେ ଡୁଙ୍ଗଡୁଙ୍ଗ-(ଥିଲେ)-ଖୁଉରିପଦା,କନ୍ଧମାଳ-(ହେଲେ)-ଲିଇକେରା,ଝାରସୁଗୁଡା
୨୩)ମନ୍ମଥ ନାଥ ମଲ୍ଲିକ-(ଥିଲେ)-କେ.ନୂଆଗାଁ,କନ୍ଧମାଳ-(ହେଲେ)-ଜଗନ୍ନାଥପ୍ରସାଦ,ଗଞ୍ଜାମ
୨୪)ଅନିଲ କୁମାର କୁଲ୍ଲୁ-(ଥିଲେ)-ତରଭା,ସୁବର୍ଣ୍ଣପୁର-(ହେଲେ)-ଧାନ୍‌କୁଡା,ସମ୍ବଲପୁର
୨୫)ଜୟନ୍ତ ସାହୁ-(ଥିଲେ)- ଧାନ୍‌କୁଡା,ସମ୍ବଲପୁର-(ହେଲେ)-କୁଚିଣ୍ଡା, ସମ୍ବଲପୁର
୨୬)ପ୍ରିତମ କୁମାର ତନ୍ତୀ-(ଥିଲେ)-ମୁନିଗୁଡା,ରାୟଗଡା-(ହେଲେ)-ରେଙ୍ଗାଲି,ସମ୍ବଲପୁର
୨୭)କୁଷ୍ଣଚନ୍ଦ୍ର ଦଳପତି-(ଥିଲେ)- ରେଙ୍ଗାଲି,ସମ୍ବଲପୁର-(ହେଲେ)- ମୁନିଗୁଡା,ରାୟଗଡା
୨୮)ଅମୃତ କୁମାର ରାଉଲ-(ଥିଲେ)-କାଶିପୁର, ରାୟଗଡା-(ହେଲେ)-ନୂଆଁଗାଁ,ନୟାଗଡ
୨୯)ପ୍ରଦୀପ କୁମାର ସେଠୀ-(ଥିଲେ)- ବନ୍ତ,ଭଦ୍ରକ-(ହେଲେ)- ଦାନଗଦି,ଯାଜପୁର
୩୦)ଅନନ୍ତ କୁମାର ହାସଂଦା-(ଥିଲେ)-ଖଇରା,ବାଲେଶ୍ୱର-(ହେଲେ)-ରାସଗୋବିନ୍ଦପୁର,ମୟୂରଭଞ୍ଜ
୩୧)ସମ୍ବିତ କୁମାର କର-(ଥିଲେ)-ସିମୁଳିଆ,ବାଲେଶ୍ୱର-(ହେଲେ)-ତରବା,ସୁବର୍ଣ୍ଣପୁର
୩୨)ଗୁରେଶ୍ୱର ଭୋଇ-(ଥିଲେ)-ଲକ୍ଷ୍ମୀପୁର,କୋରାପୁଟ-(ହେଲେ)-ଗୁଡ୍‌ଭେଲା,ବଲାଙ୍ଗିର
୩୩)ନିଶାନ ମିଶ୍ର-(ଥିଲେ)-ରାଜନଗର,କେନ୍ଦ୍ରାପଡା-(ହେଲେ)-ପାଲଲହଡା,ଅନୁଗୁଳ
୩୪)ଦାଶରଥି ଜେନା-(ଥିଲେ)-ଡେରାବିସ,କେନ୍ଦ୍ରାପଡା-(ହେଲେ)-ଏରସମା,ଜଗତସିଂହପୁର
୩୫)ଅକ୍ଷୟ କୁମାର ମଲ୍ଲିକ-(ଥିଲେ)-ଚନ୍ଦ୍ରପୁର, ରାୟଗଡା-(ହେଲେ)- ବାଲିଗୁଡା,କନ୍ଧମାଳ
୩୬)ପ୍ରୀତି ରଞ୍ଜନ ରଥ-(ଥିଲେ)-ଉମରକୋଟ,ନବରଙ୍ଗବପୁର-(ହେଲେ)-ଦାରିଙ୍ଗବାଡି,କନ୍ଧମାଳ
୩୭)ସୌଭାଗ୍ୟ ବେହେରା-(ଥିଲେ)-ଆଠମଲ୍ଲୀ,ଅନୁଗୁଳ-(ହେଲେ)-ପରଜଙ୍ଗା,ଢେଙ୍କାନାଳ
୩୮)ସୁଶ୍ରୀ ସାଗରିକା ସଡଙ୍ଗୀ-(ଥିଲେ)-କବିସୂର୍ଯ୍ୟନଗର,ଗଞ୍ଜାମ-(ହେଲେ)-ଭାପୁର,ନୟାଗଡ
୩୯)ହିମାଞ୍ଚଳ ମାଝୀ-(ଥିଲେ)-ମାଥିଲି,ମାଲକାନାଗିରି-(ହେଲେ)- କୋକ୍‌ସରା,କଳାହାଣ୍ଡା
୪୦)ପୁନମ ରାଉତ-(ଥିଲେ)-ଜଳେଶ୍ୱର,ବାଲେଶ୍ୱର-(ହେଲେ)-ବାଲିଆପାଳ,ବାଲେଶ୍ୱର
୪୧)ବିନୋଦ ଚନ୍ଦ୍ର ପଣ୍ଡା-(ଥିଲେ)- ବାଲିଆପାଳ,ବାଲେଶ୍ୱର-(ହେଲେ)- ଜଳେଶ୍ୱର,ବାଲେଶ୍ୱର
୪୨)ସମ୍ବୀତ ଶତପଥି-(ଥିଲେ)-ପୁରୀ ସଦର,ପୁରୀ-(ହେଲେ)-କୃଷ୍ଣପ୍ରସାଦ,ପୁରୀ
୪୩)ତପନ କୁମାର ସେନାପତି(ଥିଲେ)-ତିର୍ତୋଲ,ଜଗତସିଂହପୁର-(ହେଲେ)-ମାଲକାନାଗିରି ବ୍ଲକ,ମାଲକାନାଗିରି

୩ ଜଣ ବ୍ଲକ ଡେଭ୍‌ଲୋମେଣ୍ଟ ଅଧିକାରୀଙ୍କୁ ରେଭିନ୍ୟୁ ଏବଂ ଡିମଏମ୍ ବିଭାଗକୁ ବଦଳି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ..
୧) ପ୍ରଜ୍ଞାପ୍ରିୟଦର୍ଶନୀ -(ଥିଲେ) ବେଗୁନିଆପଡ଼ା, ଗଞ୍ଜାମ – (ହେଲେ)ଓଏସ୍‌ଡି ପିଆର୍ ଏବଂ ଡିଡବ୍ଲୁ ବିଭାଗ
୨) ଲମ୍ବୋଧର ଖୁଣ୍ଟିଆ – (ଥିଲେ) ଏରସମା, ଜଗତସିଂହପୁର – (ହେଲେ) ଆର୍ ଏବଂ ଡିଏମ୍ ବିଭାଗ
୩) ବିଶ୍ୱରଞ୍ଜନ ବିଶ୍ୱାସ – (ଥିଲେ) ମାହାଙ୍ଗା ବିଡିଓ – (ହେଲେ) ଆର୍ ଏବଂ ଡିଏମ୍ ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking