30.1 C
Bhubaneswar
Monday, May 20, 2024
Homeଓଡିଶାକାଲି ସନ୍ଧ୍ୟାରେ ଲ୍ୟାଣ୍ଡଫଲ

କାଲି ସନ୍ଧ୍ୟାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବାତ୍ୟା ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ତୀବ୍ର ଅବପାତଟି ଏବେ ଗୋପାଳପୁର ଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ୨୬ ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୯୫ କିମି ପର୍ଯ୍ୟନ୍ତ ହେବ । ବାତ୍ୟା ପ୍ରଭାବରେ ଓଡିଶା ଉପକୂଳରେ ଛୋଟ ଛୋଟ ଗଛ ଉପୁଡିପାରେ । ସଜନା, କଦଳୀ ଭଳି ଛୋଟ ଛୋଟ ଗଛ ବେଶୀ ପ୍ରଭାବିତ ହେବ । ୨୬ ଓ ୨୭ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୨୭ ଯାଏ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବା ମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking