26.1 C
Bhubaneswar
Thursday, September 19, 2024
Homeଓଡିଶାଯାଜପୁର ରେ ଗଡ଼ିଲା ଲକ୍ଷ୍ମୀ ବସ

ଯାଜପୁର ରେ ଗଡ଼ିଲା ଲକ୍ଷ୍ମୀ ବସ

ଯାଜପୁର : ଯାଜପୁର ରେ ଗଡ଼ିଲା ଲକ୍ଷ୍ମୀ ବସ। ଆଜି ଅପରାହ୍ନରେ ରେ କୁସୁମା ପଡ଼ିଆ ନିକଟରୁ 25 ଟି ବସ ର ଶୁଭାରମ୍ଭ କରାଯାଇଛି। ଆଭାସି ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଏହି ବସ ସେବାକୁ ଶୁଭାରମ୍ଭ କରିଥିବା ବେଳେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ବାଚସ୍ପତି ପ୍ରମିଳା ମଲ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ। ଏହି ବସ ପଂଚାୟତ ରୁ ବ୍ଲକ ମୁଖ୍ୟାଳୟ କୁ ଗଡିବ ଏବଂ ଏହା ଦ୍ୱାରା ମହିଳା ମାନେ ବିଶେଷ ଉପକାର ପାଇବେ ବୋଲି ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking