ଭୁବନେଶ୍ୱର : ପଦ୍ମପୁର ବିଜେପି ପ୍ରାର୍ଥୀ ନେଇ ବିଧାୟିକା କୁସୁମ ଟେଟେଙ୍କ ସୂଚନା । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି କୁସୁମ କହିଲେ । ବିଜେପି ପ୍ରାର୍ଥୀ ୧୪ରେ ନାମାଙ୍କନ ଭରିବେ କହିଲେ ଜୟନାରାୟଣ ମିଶ୍ର ।