ଭୁବନେଶ୍ୱର : ତାରାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର । ତାରାପ୍ରସାଦ ବାହିନୀପତି ସବୁବେଳେ ହାଲୁକା ମନ୍ତବ୍ୟ ଦିଅନ୍ତି । କାହାକୁ କେତେବେଳେ କହି ଦିଅନ୍ତି ସେ ଜାଣନ୍ତି ନାହିଁ କହିଛନ୍ତି କୃଷ୍ଣ । ତାରା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଯଦି ସତ ସାହସ ଅଛି ସେ ପ୍ରମାଣ ଦିଅନ୍ତୁ । ଆମେ କାଯ୍ୟାନୁଷ୍ଠାନ ନେବୁ କହିଛନ୍ତି କୃଷ୍ଣ ପାତ୍ର । ମୋ ବିଷୟରେ ଯାହା କହୁଛନ୍ତି ତାହା ମିଛ କଥା । ଆମ ସରକାର ଶୁଦ୍ଧ ଏବଂ ପବିତ୍ର । ପୂର୍ୱରୁ ଯୋଗାଣ ମନ୍ତ୍ରୀ କଲେକ୍ସନ କରୁଥିବା କହିଥିଲେ ତାରା ।