18.1 C
Bhubaneswar
Tuesday, January 7, 2025
Homeଓଡିଶାଭିଜା କିସମିସ କେତେ ଲାଭଦାୟକ ଜାଣନ୍ତୁ..

ଭିଜା କିସମିସ କେତେ ଲାଭଦାୟକ ଜାଣନ୍ତୁ..

ଭୁବନେଶ୍ୱର : କିସମିସ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାର ।  ଲାଭଦାୟକ ମଧ୍ୟ । ଓଦା କିସମିସକୁ  ପୁଷ୍ଟିକର ଖାଦ୍ୟର ଭଣ୍ଡାର ବୋଲି କୁହାଯାଏ । କିସମିସକୁ ଭିଜାଇ ଖାଇବା  ସ୍ୱାସ୍ଥ୍ୟ ପାଇଁ ଭଲ । ଓଦା କିସମିସରେ ଭିଟାମିନ , ମିନେରାଲ୍ସ , ପୋଟାସିୟମ , କ୍ୟାଲସିୟମ , କ୍ୟାଲସିୟମ ମ୍ୟାଗ୍ନେସିୟମ , ଫାଇବର ଭଳି ଗୁଣ ରହିଥାଏ । କିସମିସ ଶରୀରରେ ହିମୋଗ୍ଲୋବିନର ଅଭାବକୁ ଦୂର କରେ ।   ସକାଳେ ଖାଲି ପେଟରେ ଖାଇଲେ ଆରୋଗ୍ୟ ମିଳିବ । କିସମିସରେ ଥିବା  ଆର୍ଜିନାଇନ ନାମକ ପ୍ରୋଟିନ ଶରୀରରେ ଶକ୍ତ ବୃଦ୍ଧିରେ ସାହାଯ୍ୟ କରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking