28.9 C
Bhubaneswar
Sunday, June 21, 2026
Homeଓଡିଶାକିଟ : ୫ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରୁଛି ଏନଏଚଆରସି

କିଟ : ୫ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରୁଛି ଏନଏଚଆରସି

ଭୁବନେଶ୍ୱର : ରାଜ୍ୟ ଅତିଥି ଭବନରେ କିଟର ୫ ଛାତ୍ରଛାତ୍ରୀଙ୍କୁ ପଚରାଉଚାରା କରୁଛି । ଛାତ୍ରୀ ମୃତ୍ୟୁ ଓ ନିଯ୍ୟାତନା ଅଭିଯୋଗରେ  ଏନଏଚଆରସି ପଚରାଉଚରା କରୁଛି । ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ରୀ , ୪ ଜଣ ଛାତ୍ର ରହିଛନ୍ତି । ୫ ଜଣ ମୃତ ନେପାଳୀ ଛାତ୍ରୀଙ୍କ  ସହପାଠୀ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking