32.1 C
Bhubaneswar
Sunday, May 19, 2024
Homeଓଡିଶାକିଶୋର ହେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ

କିଶୋର ହେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର:ବ୍ରଜରାଜ ନଗର ଉପନିର୍ବାଚନ ନେଇ କଂଗ୍ରେସର ପ୍ରାର୍ଥୀ ଘୋଷଣା । କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ ମୈଦାନକୁ ଓହ୍ଲାଇବେ । ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସୂଚନା । ସନ୍ତୋଷ ସିଂ ସାଲୁଜା କହିଲେ, ଆମେ ସବୁ ତାଙ୍କ ପାଇଁ ଲଢିବୁ । ମେ ୩୧ ରେ ବ୍ରଜରାଜନଗର ପଡିବ ଭୋଟ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡିଛି ବ୍ରଜରାଜନଗର ଆସନ । ମେ ୧୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ମେ ୧୨ ରେ ନାମାଙ୍କନ ପତ୍ର ଯାଂଚ ହେବ । ୩ ତାରିଖରେ ରେ ହେବ ଭୋଟ ଗଣତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking