ବଡ଼ଚଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୈରୀ ଥାନା ଅଧିନରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଲିସର ଉଦ୍ୟମ ଫଳରେ ହତ୍ୟାକାରୀକୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି। ପୂର୍ବରୁ ଜମିବାଡି ଘଟଣା ଘଟଣାକୁ କେନ୍ଦ୍ରକରି ଏହିଭଳି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଅସିଛି ।