35.1 C
Bhubaneswar
Saturday, May 31, 2025
Homeଓଡିଶାମିଛ ଅପହରଣ: ଫାଇନାନ୍ସ କର୍ମଚାରୀ ଅଟକ

ମିଛ ଅପହରଣ: ଫାଇନାନ୍ସ କର୍ମଚାରୀ ଅଟକ

କେନ୍ଦ୍ରାପଡା: ଅପହରଣର ମିଛ ନାଟକ ରଚି ଯୁବକ ଗିରଫ ହୋଇଥିବା ସୂଚନା । ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ । ଅଟକ ର୍ମଚାରୀଙ୍କ ନିକଟରୁ ୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି । ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଦ୍ୱାରା ଘଟଣାର ପର୍ଦ୍ଦାଫାସ ହୋଇଛି । ଅପହରଣ ନାଟକକୁ ନେଇ କେନ୍ଦ୍ରାପଡା ଏସ୍‌ପିଙ୍କ ସୂଚନା ରହିଛି । ଆଦାୟ ଟଙ୍କା ହଡପ ପାଇଁ ମିଛ ଅପହରଣ ନାଟକ ରଚିଥିଲେ । ସଂସ୍ଥା ପକ୍ଷରୁ ଆଦାୟ ପ୍ରାୟ ୨ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ । କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲେ । ଗୁରୁବାର ଦିନଠାରୁ ନିଖୋଜ ଥିଲେ ଏବଂ ତାଙ୍କ ନାରେ ଅପହଣ ଅଭିଯୋଗ ହୋଇଥିଲା । ନିଜ ବାଇକ୍‌, ଚପଲ ରାସ୍ତାକଡରେ ଫିଙ୍ଗି ଫେରାର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking