24.1 C
Bhubaneswar
Tuesday, February 18, 2025
Homeଓଡିଶାଅପହୃତ ଉଦ୍ଧାର : ୩ ଅଟକ

ଅପହୃତ ଉଦ୍ଧାର : ୩ ଅଟକ

କୋରାପୁଟ : ଖେଳପଡିଆରୁ ଅପହୃତ ନାବାଳକ ସୁରକ୍ଷିତ ଉଦ୍ଧାର । ଜୟପୁର ଟାଉନ ଥାନା ଅଞ୍ଚଳରୁ ଉଦ୍ଧାର ହେଲେ ନାବାଳକ । ଏହି ଅପହରଣ ଘଟଣାରେ ୩ ଜଣ ଅଭିଯୁକ୍ତ ଧରା ପଡିଲେ । ଧରାପଡିଥିବା ୩ ଅଭିଯୁକ୍ତ ଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଅପହୃତଙ୍କ ମୁକ୍ତି ପାଇଁ ମାମୁ ଠାରୁ ୬୦ ଲକ୍ଷ ଦାବି କରି ଫସିଲେ । ଗତ ୨୫ ତାରିଖରୁ ଅପହରଣ କରି ଭିନ୍ନ ଭିନ୍ନ ସ୍ଥାନରେ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking