31.1 C
Bhubaneswar
Sunday, June 1, 2025
Homeଓଡିଶାଚୋରା କାଠ ବୋଝେଇ ପିକ୍ ଅପ୍ ଧରିଲା ପାଟଣା ବନ ବିଭାଗ

ଚୋରା କାଠ ବୋଝେଇ ପିକ୍ ଅପ୍ ଧରିଲା ପାଟଣା ବନ ବିଭାଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବନବିଭାଗର ପେଟ୍ରୋଲଂ ସମୟରେ ଗତକାଲି ରାତିରେ ବୈତରଣୀ ନଦୀ ପୋଲ ଉପରେ ଏକ ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଗତ ରାତିରେ ମୟୁରଭଞ୍ଜ ଅଞ୍ଚଳରୁ ଏକ ନମ୍ବର ବିହୀନ ଧଳା ରଙ୍ଗର ପିକ୍ ଅପ୍ ଭ୍ୟାନରେ ସାଲ୍(ଚଉକାଠ) ସାଇଜର ୩୫ ପିସ୍ କାଠ ଧରି ପାଟଣା ଆଡକୁ ଆସୁଥିବା ବେଳେ ଗାଡିଟି ଧରାପଡିଛି। ଡ୍ରାଇଭର ଓ କାଠ ମାଫିଆ ସେଠାରୁ ଖସି ପଳାଇଥିବା ବେଳେ ଗାଡିଟିକୁ ଜବତ କରିଥିବା ସୂଚନାଦେଇଛି ବନବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking