29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶନୂଆଦିଲ୍ଲୀରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀରେ କେଜରିୱାଲ ଆଗୁଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅରବିନ୍ଦ କେଜରିୱାଲ ୨୨୩ ଭୋଟରେ ଆଗୁଆ ଅଛନ୍ତି । ଜଙ୍ଗପୁରାରେ ମନୀଷ ସିସୋଦିଆ ଆଗୁଆ ଅଛନ୍ତି ।  ସତ୍ୟେନ୍ଦ୍ର ଜୈନ ସାକୁର ବସ୍ତିରେ ଆଗୁଆ ଅଛନ୍ତି । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  ପ୍ରକାଶ ପାଇବ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି ।  ଦିଲ୍ଲୀର ୭୦ ଆସନରୁ ୪୨ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୮ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ ସିଟ ପାଇଛି । କାଲବାଜି ଆସନରୁ ଆପ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ଅଛନ୍ତି  ।  କାଲବାଜିରେ ବିଜେପିର ରମେଶ ବିଧୁରୀ ଆଗୁଆ  ଅଛନ୍ତି । ଦିଲ୍ଲୀରେ ବିପୁଳ ବିଜୟ ପଥେ ବଢୁଛି ବିଜେପି । ଟ୍ରେଣ୍ଡରେ ୩୯ ଆସନରେ ବିଜେପି ଆଗୁଆ ଅଛି । ଗତ ୫ ତାରିଖରେ ଭୋଟ ହୋଇଥିଲା ।

 

 

କାଲବାଜି ଆସନରୁ  ଆତିଶୀ ପଛୁଆ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking