34.1 C
Bhubaneswar
Monday, May 19, 2025
Homeଦେଶ ବିଦେଶବିଆରଏସ୍ ସାଂସଦଙ୍କୁ ଛୁରାମାଡ, ଡାକ୍ତରଖାନାରେ ଭର୍ତ୍ତି

ବିଆରଏସ୍ ସାଂସଦଙ୍କୁ ଛୁରାମାଡ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ତେଲେଙ୍ଗାନା ସାଂସଦ କୋଠା ପ୍ରଭାକର ରେଡ୍ଡିଙ୍କୁ ଛୁରାମାଡ। ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ କରାଯାଇଛି। ଏଥିରେ ତାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାଂସଦ ପ୍ରଭାବକ ରେଡ୍ଡି। ସିଡ୍ଡିପେଟ ଜିଲ୍ଲାରେ ପ୍ରଚାର କରୁଥିବା ସମୟରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking